ଦେହୁରୀ ସାହିରେ ପାଞ୍ଚ ଦିନରେ ତିନୋଟି ଘରୁ ଚୋରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଦେହୁରୀ ସାହିରେ ଗତ ୨୪ ତାରିଖରୁ ଆଜି ୨୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନରେ ତିନୋଟି ଘରୁ ଚୋରି ଚୋରି ହୋଇଥିବା ଜଣାପଡିଛି । ଦେହୁରୀ ସାହିର ଅଗସ୍ତି ପ୍ରଧାନଙ୍କ ଘରୁ ସୁନା ହାର , ମଙ୍ଗଳ ସୂତ୍ର ଓ ୧୦ ହଜାର ଟଙ୍କା ଚୋରି ହୋଇଥିବା ବେଳେ , ଦିଲ୍ଲୀପ ପ୍ରଧାନ ଏବଂ ରବିବାର ଦିନ ଦ୍ବିପହର ୧୨ ଟା ସମୟରେ ଜଣକ ଘରୁ ଘରୋଇ ସାମଗ୍ରୀ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି