ଫୁଲବାଣୀ ସହର: କନ୍ଧମାଳ ବୌଦ୍ଧ ଜିଲ୍ଲା ସୀମାରେ ବୋଲର ଉପରେ ଚଡ଼ିଲା ହାଇୱା,ଦୁଇ ମୃତ ଆଠ ଆହାତ,ପରିଚୟ ମିଳିନାହିଁ
କନ୍ଧମାଳ ବୌଦ୍ଧ ଜିଲ୍ଲା ସୀମାରେ ବୋଲର ଉପରେ ଚଡ଼ିଲା ହାଇୱା,ଦୁଇ ମୃତ ଆଠ ଆହାତ,ପରିଚୟ ମିଳିନାହିଁ।ଘଟଣା ସ୍ଥଳରେ ପୋଲିସ,ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଅଛି। ସମସ୍ତ ପ୍ରାୟତଃ ସମ୍ବଲପୁର ଅଞ୍ଚଳ ର ବୋଲି ଅନୁମାନ କରାଯାଉଛି।