ଦିଗିପଡି ଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ ଚାଳକ ମୃତ ଗଛରେ ପିଟି ହୋଇ ଚାଲିଗଲା ଜଣେ ଯୁବକର ଜୀବନ । ଏହି ଘଟଣା ଟି ସମବାର ପ୍ରାୟ ଦିନ ଗଟାଏ ରୁ 2ଘଣ୍ଟିକା ସମୟରେ ଘଟିଛି, ସୁଚନା ମୁତାବକ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା ଫାଣ୍ଡି ଅଞ୍ଚଳର ଚନ୍ଦ୍ର ମୋହନ ପାତ୍ର ଙ୍କ ପୁତ୍ର ସମ୍ବିତ ପାତ୍ର ବୟସ ୧୮ ଓ ଡି ୧୨ ସି ୯୭୩୪ ନାମକ ଏକ ବାଇକ ରେ ବାରଖମାରୁ ନିଜର ବ୍ୟକ୍ତିଗତ କାମରେ ବାଲିଗୁଡ଼ା ଯିବା ସମୟରେ ଦିଗୀପଡ଼ି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗସ୍ତ ହୋଇ ଜୀବନ ଚାଲିଯାଇଥିବା ଦେଖୁବାକୁ ମିଳିଛି। ଅଞ୍ଚଳ ଲୋକ ଘଟଣା