୧୮ନଂ ଜାତୀୟରାଜପଥ ତାରଣାଛକ ଠାରେ ରାସ୍ତା ପାର୍ଶ୍ଵରେ ଚାଲିଚାଲି ଯାଉଥିବା ଜନୈକ ପଥଚାରୀଙ୍କୁ ଦ୍ରୁତଗାମୀ କାର ପଛପଟୁ ଆସି ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିବା ଘଟଣାରେ ପଥଚାରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଏନେଇ ସୋମବାର ୪୩୬ ନମ୍ବରରେ ଦୁର୍ଘଟଣାଜନିତ ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ ପରେ ସୋମବାର ଅପରାହ୍ନ ତିନିଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ପୁଲିସ l