ଛେଣ୍ଡିପଦା: ବିଜେପି ପକ୍ଷରୁ ବିଜୟ ଶୋଭାଯାତ୍ରା ଅୟୋଜନ
ନୂଆପଡ଼ାରେ ବିଜେପିର ବିଶାଳ ବିଜୟ ପରେ ରାଜ୍ୟବ୍ୟାପୀ ବିଜେପି ଶିବିରରେ ଖୁସିର ମହୋଲ। ସବୁଠି ଚାଳିଛି ବିଜୟ ଶୋଭାଯାତ୍ରା ସହ ସେଲିବ୍ରେଶନ। ଏହି ଅବସରରେ ଛେଣ୍ଡିପଦା ବିଜେପି ପକ୍ଷରୁ ମଧ୍ୟ ବିଜୟ ଶୋଭାଯାତ୍ରା ଅୟୋଜନ ହୋଇଛି। ଏଥିରେ ବିଧାୟକ ଅଗସ୍ତି ବେହେରା ସାମିଲ ହୋଇଥିଲେ।