ସୁନ୍ଦରଗଡ ସହର: କନିକା ଖଲିଆବାହାଲ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ...
କନିକା ଖଲିଆବାହାଲ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ... ଆଜି ଦିନ 2 ଟା ବେଳେ ହେମଗିର ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁନେତ୍ର ଯୋଜନା ଅନ୍ତର୍ଗତ କନିକା ଖଲିଆବାହାଲ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି, ଏହି ଶିବିରରେ ମୋଟ 36 ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯଇଥିଲା. ଏବଂ ଆବଶ୍ଯକୀୟ ଙ୍କୁ ମାଗଣା ଆଖିଡ୍ରପ୍ ମଧ୍ୟ ଦିଆ ଯାଇଥିଲା, ଏହି ଶିବିରରେ 3 ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇଥିବା ବେଳେ 28 ଜଣ ରୋଗୀଙ୍କୁ ସୁନେତ୍ର ଯୋଜନା ରେ ମାଗଣାରେ ଚଷମା ପ୍ରଦାନ ନିମନ୍ତେ ବ୍ୟବସ୍ତା କରାଯଇଥିଲା,