ଭଟଲି: ଭଟଲି ପଞ୍ଚାୟତ ଅଫିସ ସଭାଗୃହ ରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ
ଭଟଲି ପଞ୍ଚାୟତ ଅଫିସ ସଭାଗୃହ ରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ବରଗଡ଼ ଦୁର୍ନୀତି ନିବାରଣ ବିଭାଗ ଅନୁକୂଲ୍ୟରେଗତ୨୭-୧୦-୨୦୨୫ତାରିଖରୁ ଆରମ୍ଭହୋଇ ଆଜି ୨-୧୧-୨୦୨୫ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଥିବା ବେଳେ ଭଟଲି ପଞ୍ଚାୟତ ଅଫିସ ସଭାଗୃହ ରେ ଆଜି ସକାଳ ୧୦ ଟା ରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ ଉପରେ ବିଶେଷ କରିଆଲୋଚନାକରଯାଇଥିଲା।ଏଥିରେ ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର, ଏବିଡ଼ିଓ ଜ୍ୟୋସ୍ନା ରାଣୀ ଗଡ଼ତିଆ, ଭଟଲି ସରପଞ୍ଚ ପ୍ରମୋଦିନି ପଧାନ ଥିଲେ।