ବୀରମିତ୍ରପୁର: ନୂଆଗାଁ ବ୍ଲକର ଲିମଡା ଗ୍ରାମପଞ୍ଚାୟତର କୁଣ୍ଡ୍ରା ଗ୍ରାମର ଘର ଭିତରୁ ଚାଳରୁ ଏକ ନାଗସାପ କରାଗଲା ଉଦ୍ଧାର ।
Biramitrapur, Sundargarh | Aug 14, 2025
ଲିମଡା ଗ୍ରାମପଞ୍ଚାୟତର କୁଣ୍ଡ୍ରା ଗ୍ରାମରେ ଦୟା ଗୌଡ଼ ଘର ଭିତର ଚାଳରୁ ଗୋଟିଏ ସାପ ଥିବା ଦେଖିଥିଲେ। ଏହି ଖବର ଚିନୁ ସହୁ ନୂଆଗାଁର ସ୍ନେକବନ୍ଧୁ...