ରଂଜନା ଠାରେ ରେଢ଼ାଖୋଲ ବରିଷ୍ଠ ନାଗରୀକ ସଂଘ ର ବୈଠକ ଅନୁଷ୍ଠିତ,ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ରଂଜନା ଠାରେ ବୁଧବାର ସକାଳେ ରେଢ଼ାଖୋଲ ବରିଷ୍ଠ ନାଗରୀକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେଢ଼ାଖୋଲ ସହରରେ ଖେଳପଡିଆ ନଥିବା ରୁ ହେଉଥିବା ଅସୁବିଧା ଏବଂ ଗତ ଦିର୍ଘବର୍ଷରୁ ନିର୍ମାଣ ହୋଇଥିବା ଟାଉନ ହଲ ଓ ଅତ୍ୟାଧୁନି କ ବସ ଟର୍ମିନାଲ ଉଦ୍ଘାଟିତ ହୋଇ ପାରୁନଥିବା ରୁ ବୈଠକରେ ସଦସ୍ୟ ମାନେ ଗଭିର ଉଦବେଗ ପ୍ରକାଶ କରିଥିଲେ। ସଂଘର ସଭାପତି ଦେବାନନ୍ଦ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରର ଉନ୍ନତି ପାଇଁ ନିଆଯାଇଥ