ଫୁଲବାଣୀ ସହର: ବାଲିଗୁଡା ସିଟି ବଜାର ସମ୍ମୁଖରେ ବାଇକ ଦୁର୍ଘଟଣା, ଦୁର୍ଘଟଣା ଦୁଇଜଣ ଆହତ, ଏହି ଦୁର୍ଘଟଣା ଟି ସମଵାର ଦିନ 2ଘଣ୍ଟିକା ସମୟରେ ହଈଥିବା ବେଳେ, ପାର
ବାଲିଗୁଡା ସିଟି ବଜାର ସମ୍ମୁଖରେ ବାଇକ ଦୁର୍ଘଟଣା, ଦୁର୍ଘଟଣା ଦୁଇଜଣ ଆହତ, ଏହି ଦୁର୍ଘଟଣା ଟି ସମଵାର ଦିନ 2ଘଣ୍ଟିକା ସମୟରେ ହଈଥିବା ବେଳେ, ପାର୍ବଣ ମାସରେ ମାର୍କେଟ ବଜାର ଗହଳି ରହିଥିବା ବେଳେ ମଦ୍ୟପ ଯୁବକ ସ୍ପିଡ୍ ବାଇକ ର ପାଇଁ ଏହି ଦୁର୍ଘଟଣା ହଇଥିବା ଜଣାପଡିଛି,ଗାଟାଏ ସ୍କୁଟି ସହ ଗଟାଏ ବାଇକ ଦୁର୍ଘଟଣା ହଇଥିଲା ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିବା ଜଣାପଡିଛି