ଝାରସୁଗୁଡା: ରାଜା ମେମୋରିଆଲ କ୍ରିକେଟ୍ ଟୁର୍ଣାମେଣ୍ଟ ଆୟୋଜିତ
ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ରାଜା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ବର୍ଗତ ଅଙ୍କୁଶ କୁମାର ସିଂହ ଙ୍କ ମେମୋରି ରେ ଆୟୋଜିତ ହୋଇଯାଇଛି। ବ୍ରଜରାଜନଗର ଲମଟିବାହଲ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟା ଟିମ୍ ଭାଗନେଇଥିବା ବେଳେ ପ୍ରଥମ ଜିତିବା ଟିମକୁ ୨୫ ହଜାର ଓ ରନର ଟିମ୍ ପାଇଁ ୧୮ ହଜାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଜୟ ଦୁର୍ଗା କମିଟି ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଇଛି।