ବ୍ରହ୍ମପୁର ପ୍ରେସ କ୍ଲବ ପକ୍ଷରୁ ରାଜସ୍ବ ଡାକବଙ୍ଗଳା ଠାରେ ମଣିପାଲ୍ ହସ୍ପିଟାଲ୍ ସହଯୋଗରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସମସ୍ତ ସଭ୍ୟ ଓ ସଭ୍ୟା ଙ୍କୁ ହସ୍ପିଟାଲ୍ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ରିହାତି କାର୍ଡ ପ୍ରଦାନ କରାଗଲା। ରବିବାର ମଧ୍ୟାହ୍ନରେ ଏଥିରେ ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ ଏମ୍ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି।