ବସ୍ତା: ମୁକୁଳିସୀ ସେବା ସମବାୟ ସମିତି ରେ ମହାଦୁର୍ନୀତି ଓ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠାଣ କୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
Basta, Balasore | Nov 27, 2025 ମୁକୁଳିସୀ ସେବା ସମବାୟ ସମିତି ରେ ମହାଦୁର୍ନୀତି ଓ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଠାଣ କୁ ନେଇ ବାଲେଶ୍ୱର ଜିଲ୍ଲାପାଳ ଆଜି ପ୍ରତିକ୍ରିୟା ଦେଇଛନ୍ତି