ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବିଇଏମସି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଏକ ବୈଠକ । ବ୍ରହ୍ମପୁର ସହରରେ ସାମିଲ ହେବା ତଥା ଗ୍ରେଟର ବ୍ରହ୍ମପୁର ଗଠନ ପାଇଁ ୧୪ଟି ପଞ୍ଚାୟତ ସହରରେ ସାମିଲ ନେଇ ପ୍ରସ୍ତାବ ରଖିଥିଲେ ମେୟର । ଶନିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସଂଘମିତ୍ରା ଦଳେଇ ।