ଆଜି ଜାନୁଆରୀ 17 ତାରିଖ ଶନିବାର ଅପରାହ୍ନ 3 :15 ପାଖାପାଖି ସମୟରେ ଏହି ଅଭିଯୁକ୍ତ ମଦ୍ୟପାନ କରି ବାଇକ ଚଳାଉ ଥିବା ବେଳେ ପୋଲିସ ହତାରେ ଧରା ପଡ଼ିଛି। ପୋଲିସ ତାକୁ ଗିରଫ କରିବା ସହ ତା ନିକଟରୁ OD -23N-8007 ନମ୍ବର ବିଶିଷ୍ଟ ଏଚ୍ ଏଫ୍ ଡିଲକ୍ସ ବାଇକ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା - ଅଶୋକ ପଟେଲ ଓ ତା ଘର ଧରୁଆ ଡିହି ଷ୍ଟେସନ ପଡ଼ା। ଅଭିଯୁକ୍ତ ନାମରେ ଧରୁଆ ଡିହି ପୋଲିସ ଧରୁଆ ଡିହି ଥାନା କେଶ ନମ୍ବର - 21 ରେ ଏକ ମାମଲା ରୁଜ୍ଜୁ କରିବା ସହ ଦଫା 281 BNS/ 181/185 MV ଆକ୍ଟ ରେ ମାମଲା ରୁଜ୍ଜୁ କରିଛନ୍ତି ।