ଫୁଲବାଣୀ ସହର: ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ କନ୍ଧମାଳ ଜିଲ୍ଲା ବିଜେଡି ଆଇଟି ସେଲ୍ କୋଡିନେଟର ଚିତ୍ତରଞ୍ଜନ ନାୟକ
ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ କନ୍ଧମାଳ ଜିଲ୍ଲା ବିଜେଡି ଆଇଟି ସେଲ୍ କୋଡିନେଟର ଚିତ୍ତରଞ୍ଜନ ନାୟକ, ବାଲିଗୁଡା ବିଧାୟକ ସମେତ, ଜିଲ୍ଲା ସଭପାତି ଏବଂ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ଙ୍କୁ ମଧ୍ୟ ଧନ୍ୟଵାଦ ଅର୍ପଣ କରିଛନ୍ତି ଚିତ ରଞ୍ଜନ