ତିରିଂ ଥାନା ପୁଲିସ ପକ୍ଷରୁ ଥାନା ନିକଟ ମୁଖ୍ୟ ମାର୍ଗରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଝାରଖଣ୍ଡ ରାଜ୍ୟ ଅଞ୍ଚଳକୁ ଚାଲାଣ ହେଉଥିବା ଚୋରା ବାଲି ବୋଝେଇ ଡମ୍ପର କୁ ଜବତ କରିଥିଲା। ଏଥି ସହିତ ଗାଡି ଚାଳକ କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ଆଜି ଅପରାହ୍ନ ୩ ଟା ସମୟ ତିରିଂ ଥାନା ପୁଲିସ ପକ୍ଷରୁ ମିଳିଛି।