ବାଲୁଗାଁ: ବାଲିଅନ୍ତା ଥାନା ପଞ୍ଚାଲ ମୌଜାରେ ବିଦ୍ୟୁତ ତାର କୁ ନେଇ ଠିକାଦାର-ଜମି ମାଲିକ ମୁହାଁମୁହିଁ, ଥାନା ରେ ମାମଲା ରୁଜୁ...
ବିଦ୍ୟୁତ ତାର କୁ ନେଇ ଉତେଜନା..ବାଲିଅନ୍ତା ଥାନା ପଞ୍ଚାଲ ମୌଜାରେ ଦେଖିବାକୁ ମିଳିଛି ଏଭଳି ଘଟଣା.ଠିକାଦାରଙ୍କ ମନମାନି ଏବଂ ଧମକ କୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଛି.ରାସ୍ତା ପାର୍ଶ୍ଵରେ ଥିବା ଜମି ଦେଇ ବିଦ୍ୟୁତ ତାର ଟଣା ଯାଉଛି.ତାକୁ ଜମି ମାଲିକ ବିରୋଧ କରିଛନ୍ତି.କୌଣସି ସୂଚନା ନ ଦେଇ ଠିକାଦାର ତାଙ୍କ ମନ ଇଛା କାମ କରୁଛନ୍ତି. ଏ ସଂକ୍ରାନ୍ତରେ ପଚାରିଲେ ତାଙ୍କ ଠାରୁ ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଜମି ମାଲିକ.ଏହାକୁ