ପୁରୀ ମ୍ୟୁନିସିପାଲଟି: ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର ସୂଚନା ଦେଲେ ମୁଖ୍ୟ ପ୍ରଶାସକ
Puri M, Puri | Sep 17, 2025 ଆସନ୍ତା ୨୩ ତାରିଖରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର। ମଙ୍ଗଳବାର ଅମୃତବେଳାରେ ପୂର୍ବ ସ୍ଥାନକୁ ଫେରାଇ ଅଣାଯିବ। ରତ୍ନଭଣ୍ଡାର ସବକମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।