କଟକ ପୌରାଞ୍ଚଳ: ଦୁର୍ଘଟଣାରେ ପ୍ରାଣହରାଇଥିବା ରେଭେନ୍ସା ଛାତ୍ରଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ସିଡିଏସ୍ଥିତ ମହାନଦୀ କ୍ୟାମ୍ପସରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ
Cuttack M Corp PS, Cuttack | Aug 26, 2025
ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଯୁକ୍ତି ସୂଚନା ବିଦ୍ୟା ଓ ପରିଚାଳନା ବିଭାଗ ର ତୃତୀୟ ବର୍ଷର ଛାତ୍ର ଲୁଗୁବୁରୁ ଟୁଡୁ ଙ୍କ ମହାନଦୀ ପରିସର...