ପଦ୍ମପୁର: ସାର ଓ ଧାନ ପଞ୍ଜିକରଣ ସମସ୍ୟା ନେଇ ପାଇକମାଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳଙ୍କ ଗାଡି ଆଗରେ ବସିଲେ ଚାଷୀ
Padmapur, Bargarh (Baragarh) | Sep 8, 2025
ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ରେ ଥିଲା ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ। ଏନେଇ ଚାଷୀ ମାନେ ସାର ଓ ଧାନ...