ଟିଟିଲାଗଡ: କର୍ଳାମୁଣ୍ଡା ଫଡି କୁ ପିସିସିଏଫ ଙ୍କ ଗସ୍ତ ସେଠାରେ ପ୍ରତିକ୍ରିୟା ଦେଲେ ସଇଁତଳା ସେକ୍ସନ ଚେକର ଏବଂ କର୍ଲାମୁଣ୍ଡା ଫଡିର ମୁନସି
ଟିଟିଲାଗଡ ଡିଭିଜନ ସଇଁନ୍ତଳା ରେଞ୍ଜ ଅଧିନସ୍ଥ କର୍ଳାମୁଣ୍ଡା ଫଡିକୁ ଆଜି ପିସିସିଏଫ୍ ଉମା ନନ୍ଦୁରୀ ଗସ୍ତ କରି କେନ୍ଦୁପତ୍ର ଫଡିର ସମସ୍ତ ବିଷୟ ଉପରେ ତଦାରଖ କରି ଥିଲେ।ସଇଁନ୍ତଳା ରେଞ୍ଜ ଅଧିକାରୀ ଭାସ୍କର ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଉକ୍ତ ଫଡିକୁ ଏକ ସୁନ୍ଦର ଫଡି ଗଠନ ରେ ବେଶ ଭୁମିକା ଗ୍ରହଣ କରି ପ୍ରଶଂସା ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଏସିଏଫ୍ ସୋମନାଥ ବେହେରା ,ଡିଏଫ୍ଓ ରଶ୍ମି ଜୀ ଙ୍କ ସହିତ ସମସ୍ତ ଫରେଷ୍ଟର ଉପସ୍ଥିତି ଥିଲେ। ଏବଂ ୧ ଟା ପ୍ରତିକ୍ରିୟା ଦେଲେ ସଇଁତଳା ଚେକର ସନ୍ତୋଷ ଦାସ ଏବଂ କର୍ଲାମୁଣ୍ଡା ଫଡିର ମୁନସି ଟଙ୍କଧର ରଣା।