ପୋଲସରା: ଲୁଣିଆପଡା ଠାରେ ପୂର୍ତ୍ତ ବିଭାଗ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପୋଲସରା ବିଧାୟକ ତଥା ମନ୍ତ୍ରୀ
Polasara, Ganjam | Jul 26, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ର ପ୍ରସିଦ୍ଧ ମା ସିଂହାସନି ପୀଠ ଏବଂ ଜିଲ୍ଲା ବୋର୍ଡର ଗ୍ରାମ ଗୁଡିକୁ ସଂଯୋଗ କରୁଥିବା ରାସ୍ତାର ହେବ ଉନ୍ନତି କରଣ...