ନର୍ଲା: ବାଗ ପୁର ଗ୍ରାମର ଚାରି ଅଭିଯୁକ୍ତ ନାମରେ ଏକ ମାମଲା ରୁଜୁ ହୋଇଥିବା ସୂଚନା।
ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ନର୍ଲା ଥାନା ଅନ୍ତର୍ଗତ ବାଗ ପୁର ଗ୍ରାମର ପ୍ରଥମ ପକ୍ଷ ଓ ଦ୍ଵିତୀୟ ପକ୍ଷ ଙ୍କ ମଧ୍ୟରେ କୌଣସି କଥା କୁ ନେଇ ମାଡ଼ ପିଟ ଝଗଡାଝାଟି ଗଣ୍ଡଗୋଳ ହୋଇଥିଲେ ଉକ୍ତ ଘଟଣା କୁ ନେଇ ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗ ପରେ ଆଜି ବୁଧବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ଥାନା ପକ୍ଷରୁ ଚାରି ଅଭିଯୁକ୍ତ ନାମରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି