କେଗାଁଓ: ଧର୍ମଗଡ଼ ବିଧାୟକ ଙ୍କୁ ଭେଟି ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଳେ ବ୍ଲକ ଅଧକ୍ଷ
ଧର୍ମଗଡ଼ ବିଧାୟକ ଙ୍କୁ ଭେଟି ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଳେ ବ୍ଲକ ଅଧକ୍ଷ ଆଜି 16ତାରିଖ ମଙ୍ଗଳବାର ଅପରାହ୍ନ 4ଟାରେ ଧର୍ମଗଡ଼ ବିଧାୟକ ଙ୍କୁ ଧର୍ମଗଡ଼ ଠାରେ ଭେଟି ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଳେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଆଜି ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଧର୍ମଗଡ଼ ଯାଇ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ଙ୍କୁ ଭେଟି ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ