ବାରିପଦା ମ୍ୟୁନିସିପାଲଟି: ବନ୍ୟଜନ୍ତୁ ଶିକାର ଘଟଣାରେ ଜଡିତ କାଟୁରିଆ ଗ୍ରାମର ୭ଜଣ ଫେରାର ଶିକାରୀ ବନ ବିଭାଗ ନିକଟରେ କଲେ ଆତ୍ମ ସମର୍ପଣ
Baripada M, Mayurbhanj | Sep 9, 2025
ବନ୍ୟଜନ୍ତୁ ଶିକାର ଘଟଣାରେ ଜଡିତ ୭ ଜଣ ଫେରାର ଶିକାରୀ ବନ ବିଭାଗ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା...