ଜି ଉଦୟଗିରି: ଗମାଣ୍ଡି ନିକଟରେ ଯାତ୍ରୀବାହୀ ବସ୍-ଅଟୋ ମୁହାଁମୁହିଁ ଧକ୍କାରେ ୮ ବର୍ଷର ଛାତ୍ର ଗୁରୁତର, ଅନ୍ୟ ଜଣେ ଆହତ
G Udayagiri, Kandhamal | Aug 23, 2025
ଯାତ୍ରୀବାହୀ ବସ୍ - ଅଟୋ ମୁହାଁମୁହିଁ ଧକ୍କା ୮ବର୍ଷର ପିଲା ଗୁରୁତର ଅନ୍ୟ ଜଣେ ଆହାତ ।ଘଟଣା ଘଟିଛି ରାଇକିଆ ଥାନା ଅନ୍ତର୍ଗତ ଗମାଣ୍ଡି...