ଚିକିଟି ବ୍ଲକର ବଡ଼ପଲଙ୍କ ଗ୍ରାମରେ ୩ ବ୍ଯକ୍ତିକଂ ଆକସ୍ମିକ ମୃତ୍ୟୁ ଘଟିଛି। ତିନିଜଣ ସମ୍ମାନିତ ବ୍ୟକ୍ତି ଶ୍ରୀ ଧନେଶ ରେଡି, ପଣ୍ଡା ରେଡି ଓ ଜୁର ସେଠିଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ଏହି ଦୁଃଖଦ ମୁହୂର୍ତ୍ତରେ ଶନିବାର ମଧ୍ୟାହ୍ନରେ ଉକ୍ତ ତିନି ପରିବାର ପାଖେ ପହଁଞ୍ଚି ସେମାନଙ୍କ ନିକଟରେ ସମବେଦନା ଜଣାଇଛନ୍ତି ବିଧାୟକ ।