ବଲାଙ୍ଗୀର: ଚୋରି ଟ୍ରାକ୍ଟର ପାଟଣା ଗଡ଼ରୁ ଜବତ ଅଭିଯୁକ୍ତ ଗିରଫ ଥାନାରେ ପ୍ରତିକ୍ରିୟା ରଖିଲେ ଟ୍ରାକ୍ଟର ମାଲିକ ଓ ଏସଡିପିଓ
ବଲାଙ୍ଗୀର ପୋଲିସ ଲାଇନରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ପାଟଣାଗଡ଼ ଜଙ୍ଗଲ ମଧ୍ୟରୁ ଜବତ କରିଛି ଏହା ସହ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ବଲାଙ୍ଗୀର ଟାଉନ୍ ଥାନା ପୋଲିସ। ଆଜି ଚୋରି ହୋଇ ଥିବା ଟ୍ରାକ୍ଟର ମାଲିକଙ୍କୁ ହସ୍ତାନ୍ତର କରି ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମାଲିକ