ମାଲକାନଗିରି: ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆମଦେବେଡା ଗ୍ରାମର ଚମ୍ପା ରାସପେଦାଙ୍କୁ ଭୁବନେଶ୍ବର ଠାରେ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ
Malkangiri, Malkangiri | Aug 26, 2025
ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ( NEET )ରେ ଉତ୍ତୀର୍ଣ୍ଣ ହୋଇ MBBS ପଢ଼ିବା ପାଇଁ ଯୋଗ୍ୟ ବିବେଚିତ...