ଲାଞ୍ଜିଗଡ: ଜୟପାଟଣା ତହସିଲଦାରଙ୍କ ଉପସ୍ଥିତିରେ ଦେବୋତର ବିଭାଗ ଅଧୁନସ୍ତୁ ବାଣ୍ଡିଗାଁ ଲଙ୍କେଶ୍ଵରୀ ଟ୍ରଷ୍ଟ ଜମିରେ ଜବର ଦଖଲ କରି କରିଥିବା ଘରକୁ ସିଲକଲା
Lanjigarh, Kalahandi | Jul 11, 2025
ଜୟପାଟଣା ତହସିଲ ଅଧୂନସ୍ଥ ବାଣ୍ଡିଗାଁ ଠାରେ ଦେବୀ ଲଙ୍କେଶ୍ଵରୀଙ୍କ ମନ୍ଦିର ଟ୍ରଷ୍ ନାମରେ ଥିବା ଜମିକୁ ଗଜେନ୍ଦ୍ର ପୁଝାରୀ ନାମକ ଜନୈକ ବ୍ୟକ୍ତି...