ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ କବି ସମ୍ରାଟ ମିଡିଆ କ୍ଲବ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ କବି ସମ୍ରାଟ ମିଡିଆ କ୍ଲବ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆଜି ଦିନ 11 ଟାରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ଜାତିୟ ପ୍ରେସ ଦିବସ ପାଳିତ ନେଇ ଆଲୋକପାତ ହୋଇଥିଲା । ଏଥିସହ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ମଧ୍ଯ ଆଲୋକପାତ ହୋଇଥିବା ବେଳେ ବହୁ ସାମ୍ବାଦିକ ବୈଠକ ରେ ଯୋଗ ଦେଇଥିଲେ ।