ଚିକିଟି ଫାଣ୍ଡି ପରିସରରେ ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ଧାରଣା ଦେଖିବାକୁ ମିଳିଛି। ଅଟକ ଉମା ରେଡ୍ଡିଙ୍କ ମୁକ୍ତି ଦାବି କରି ଧାରଣାରେ ବସିଥିଲେ ୫୦୦ ବିଜେଡି ସମର୍ଥକ। ଫାଣ୍ଡି ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରିଛନ୍ତି ବିଜେଡ଼ି ନେତା। ଫାଣ୍ଡିରେ ଉତ୍ତେଜନା ପ୍ରକାଶ ପାଇଥିଲା ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। ମଂଗଳବାର ସଂଧ୍ୟାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଉଷା ଦେବୀ।