ଧର୍ମଗଡ: ଦେଶୀ ମଦ ଚାଲାଣ ସମୟରେ ଗୋତୋମୁଣ୍ଡା ନିକଟରେ ଅବକାରୀ ବିଭାଗ ର ଚଢ଼ାଓ, ୫୦ ଲିଟର ଦେଶୀ ମଦ ସହ ବାଇକ ଜବତ ୧ ଗିରଫ ।
Dharamgarh, Kalahandi | Sep 1, 2025
ନବରଙ୍ଗପୁର ଜିଲ୍ଲା ଚଚା ଗାଁ ରୁ କଳାହାଣ୍ଡି ର ବେହେରା ଅଞ୍ଚଳ କୁ ଦେଶୀ ମଦ ଚାଲାଣ ହେଉଥିବା ବେଳେ ସୋମବାର ସକାଳ ୧୧ ଟା ରେ ଅବକାରୀ ବିଭାଗ...