ଡ଼ିସେମ୍ବର ୧୯ ତାରିଖଙ୍କ ଅପରାହ୍ନ ପ୍ରାୟ ୩ଟା ପାଖାପାଖି ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନ୍ତା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାଜାମୁଣ୍ଡା ବାଇପାସ ରାସ୍ତା ଉପରେ ମର୍ମତୁନ୍ଦ ସଡ଼କ ଦୁର୍ଘଟଣାରେ ୫୫ ବର୍ଷୀୟ ଭ୍ରମରବର ସ୍ୱାଇଁ ନାମକ ବାଇକ ଚାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି,ଘଟଣା ସ୍ଥଳରେ ଲହୁଣୀପଡ଼ା ଥାନା ତଦନ୍ତ କରୁଛନ୍ତି