ବାଲିଗୁଡା: ବାଲିଗୁଡ଼ା ର ଦଣ୍ଡପଦର ଠାରେ ଦିପାବଳି ଅବସରରେ କାଳି ପୁଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି,
ବାଲିଗୁଡ଼ା ର ଦଣ୍ଡପଦର ଠାରେ ଦିପାବଳି ଅବସରରେ କାଳି ପୁଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି, କାର୍ଯ୍ୟକ୍ରମ ଟି ଗୁରୁବାର ଦିନ ୨ଘଣ୍ଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୩ଘଣ୍ଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା , ବାଲିଗୁଡ଼ା ପଶିଦ୍ଧ ନନା ଲଚନ ମିଶ୍ର ଙ୍କ ଦ୍ୱାରା ପୁଜା ଅର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ , ସଭାପତି ଅବନୀ କାନ୍ତ ନାୟକ, ସମ୍ପାଦକ ଚିତ ରଞ୍ଜନ ନାୟକ, କେସିଓର ଦାମଦର ନାୟକ,ସହ ସମ୍ପାଦକ ଭଞ୍ଜ କିଶୋର ନାୟକ,ଆଳତି ବାହିନୀ ସଦସ୍ୟ , ତ୍ରିନାଥ ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ, ନଦିଆ କିନ୍ତୁ ସହ ଘଣ୍ଟ ବାଜା ରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି