ମୟୂରଭଞ୍ଜ ଜିଲ୍ଲା ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସୁମୀ ବ୍ଲକ ବିଜୁ ଜନତା ଦଳ ତରଫରୁ ଶନିବାର ଦିନ ପ୍ରାୟ ୧ ଟାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ଦଳର ନେତା ତଥା ଯଶିପୁର ର ପୂର୍ବତନ ବିଧାୟକ ଚକ୍ରଧର ହେମ୍ବ୍ରମ ଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ।