ସତ୍ୟବାଦୀ: ଗଡ଼ବଡପୁଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟ ମାମଲା, ଅଭିଯୁକ୍ତକୁ ଗିରଫ ପରେ କରାଗଲା କୋର୍ଟଚାଲାଣ
Satyabadi, Puri | Aug 10, 2025
ଗତ ଶୁକ୍ରବାର ରାତି ୧୦ଟାରେ କଣାସ ଥାନା ଅନ୍ତର୍ଗତ ଗଡ଼ବଡ ପୁଟ ଗ୍ରାମର ଲୋକନାଥ ସେନାପତିଙ୍କ ଠାରୁ ସେହି ଗ୍ରାମର ପ୍ରକାଶ ବଳବନ୍ତ ରାୟ ଜୋର ଜବର...