ଖଲ୍ଲିକୋଟ୍: ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆରମ୍ଭ ହେଲା ଦୂର୍ଗା ପୂଜା; ବାଡ ପୂଜାକୁ ନେଇ ପ୍ରତିକ୍ରିୟା ରଖିଲେ ଆଇନଜୀବୀ ଅରୁଣ କୁମାର ସିଂ
ଖଲ୍ଲିକୋଟ ବଡ଼ଦାଣ୍ଡ ସାହି ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ଅସ୍ଥାୟୀ ମଣ୍ଡପରେ ମା' ଦୂର୍ଗାଙ୍କ ପୂଜା ଆରମ୍ଭ ହୋଇଛି । ତେବେ କିଭଳି ରହିଛି ବାଡ ପୂଜା ତାହାକୁ ନେଇ ସୋମବାର ରାତି ୧୦ ଟା ସମୟରେ ପୂଜା ମଣ୍ଡପ ଠାରେ ପ୍ରତିକ୍ରିୟା ରଖିଛନ୍ତି ଆଇନଜୀବୀ ଅରୁଣ କୁମାର ସିଂ ।