Public App Logo
Jansamasya
National
Police
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
Haryana
���ादी
Crimenews
Karnataka
Aap
Bareilly
���प
Agra
Abvp
Biharnews
Fatehpur
Jodhpur
Kanganaranaut
No video available

ବିରିଡି: ଭଗବତୀ ପୀଠରେ ତିଳତର୍ପଣ ସହ ବିଜୁ ଭବନ ଠାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

Biridi, Jagatsinghpur | Apr 17, 2024
ବିରିଡି ବ୍ଲକ ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧଦିବସ ପାଳନ କରାଯାଇଛି l ସକାଳ ୯ଟାରେ ଭଗବତୀ ପୀଠ ଠାରେ ତିଳତର୍ପଣ କରଯାଇତଜିଲା ପରେ ୧୧ଟାରେ ବିରିଡି ବିଜୁଭବନରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟଡେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ସେହିପରି ସ୍ବର୍ଗତ ବିଷ୍ଣୁବାବୁଙ୍କୁ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲାବିଜେଡି ସଭାପତି ରବିନାରାୟଣ ଜେନା, ବ୍ଲକ ସଭାପତି ରବୀନ୍ଦ୍ର ରାଉଳ, ବ୍ଲକ ଅଧକ୍ଷା ମମତା ପାତ୍ର, ଓ ଅନ୍ୟମାନେ ସାମିଲ ହୋଇଥିଲେ

MORE NEWS