ବାଲିଗୁଡା ଥାନା ଅଞ୍ଚଳର ଗଇବନ୍ଧା ଘାଇ ପାଖ ଅଞ୍ଚଳରେ ଥିବା ଷ୍ଟେଟ ବ୍ଯାଙ୍କ ପ୍ରପଟି ପୁରୁଣା ହଳଦି କମ୍ପାନୀ ର କିଛି ମଟର ଚରି ହଇଇଥିବା ଳେଇ ଅଭିଯୋଗ, ଏହି ଚୋରି ସମବାର ପ୍ରାୟ 12ଘଣ୍ଟିକା ସମୟରେ ହଇଥିବା ଅନୁମାନ କରାଯାଉଛି, ଯେହେତୁ ଏହି କମ୍ପାନୀ ଟି ନିଲାମ ପକ୍ରୀୟା ରେ ରହିଥିବା ହେତୁ କମ୍ପାନୀ ଟି ବନ୍ଦ ପଡିଛି ଯାହାର ଫାଇଦା ନେଇ ଏହା କମ୍ପାନୀ ରୁ ଚରି ହଇଥିବା ନେଇ ଅଭିଯୋଗ ହଇଛି