କେନ୍ଦୁଝର ଜିଲ୍ଲା ନରଣପୁର ସେକ୍ସନ ଅନ୍ତର୍ଗତ ଦଣ୍ଡାହୁଳିରୁ ରାସ୍ତା ଅତିକ୍ରମ କରିଛନ୍ତି ହାତୀପଲ। କିଛି ଦିନ ଧରି ହାତୀପଲ ଏହି ଅଞ୍ଚଳରେ ଉପଦ୍ରବ କରୁଥିବା ବେଳେ ରବିବାର ସକାଳେ ହାତୀପଲ ରାସ୍ତା ପାର କରୁଥିବା ଦେଖିବାକୁ ମିଳିଛି। ହାତୀମାନେ ଦେଓବନ୍ଧ କ୍ୟାମ୍ପ,କେନାଲ ସାଇଡ଼କୁ ଯାଇଥିବା ସୂଚନା ମିଳିଛି।