ପଟ୍ଟାଙ୍ଗୀ: ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବନ୍ଦେ ମାତରମ ଗୀତର ସମୂହ ସଂପୂର୍ଣ୍ଣ ଗୀତଗାନ
ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ସମୂହ ସଂପୂର୍ଣ୍ଣ ଗୀତଗାନ କରାଯାଇଥିଲା। ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବନ୍ଦେ ମାତରମ ଗୀତର ସମୂହ ସଂପୂର୍ଣ୍ଣ ଗୀତଗାନ କରାଯାଇଥିବା ଦିନ ୧୦ଟା ସମୟରେ ଦେଖିବାକୁ ମିଳିଛି। ବ୍ଲକର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ରହି ବନ୍ଦେ ମାତରମ ଗୀତର ସମୂହ ସଂପୂର୍ଣ୍ଣ ଗୀତଗାନ କରିଥିଲେ।