ପଦ୍ମପୁର: ଓପିଏସସି ରେ ୩୯୩ ରେଙ୍କ ରଖିଥିବା ଝାନସୀ ଅଡବାଙ୍କ ଙ୍କୁ ଝୁନୁଙ୍ଗାପାଳି ରେ ସମ୍ବର୍ଦ୍ଧନା
ଆଜି ମଙ୍ଗଳବାର ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଝୁନୁଙ୍ଗାପାଳି ରେ ଓପିଏସସି ରେ ୩୯୩ ରେଙ୍କ ରଖିଥିବା ଝାନସୀ ଅଡବାଙ୍କ ଗ୍ରାମବାସୀ ଙ୍କ ତରଫରୁ ଆଜି ୩ ଟା ସମୟ ପାଖା ପାଖି ରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଝାନସୀ ଅଡାବେଙ୍କ ଙ୍କ ପାଦ ଧୋଇ ଉପଢ଼ୋକନ ଦେଇ ବାଜାର ତାଳେ ତାଳେ ଗ୍ରାମ ପରିକ୍ରମା କରିବା ସହିତ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ମିଥିଲା ସାହୁ, ନିର୍ମଳ ବାରିକ, ଅଶ୍ୱନୀ ବାରିକ,ରମେଶ ବାରିକ, ଲଳିତ ବାରିକ, କୈଳାସ ପ୍ରଧାନ, ବିଶେଷ ନାୟକ ଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ