ଧର୍ମଗଡ: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ ।
ରାଜ୍ୟ ରେଙ୍କ ରେ ସପ୍ତମ ସ୍ଥାନ ଅଧିକାର ।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ ପ୍ରଥମ ଦଶ ଜଣ ଙ୍କ ମଧ୍ୟ ରେ ରହିଛନ୍ତି ଧର୍ମଗଡ ର ଶୈଳେଶ ଭୋଇ । ସେ ସପ୍ତମ ସ୍ଥାନ ରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।ପାଠ ସରିବା ପରେ ସୁଦୂର କର୍ଣ୍ଣାଟକ ରାଜ୍ୟର କାନାରା ବ୍ୟାଙ୍କ ରେ କାର୍ଯ୍ୟରତ ଥିଲେ। ବ୍ୟାଙ୍କ ଚାକିରୀ ଦେଢ଼ ବର୍ଷ କଳା ପରେ ବ୍ୟାଙ୍କ ଚାକିରୀ ଛାଡି ସେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳେଇଥିଲେ। ସେ ପ୍ରଥମ ଚେଷ୍ଟା ରେ ସଫଳତା ପାଇଛନ୍ତି।