ବରଗଡ: ନୂଆଁଖାଇ ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ବେହେରା ସମ୍ବଲପୁରୀ କପଡ଼ା ବଜାର କଲେ ପରିଦର୍ଶନ
Bargarh, Bargarh (Baragarh) | Aug 27, 2025
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଲା ପ୍ରଧାନ ବରଗଡ଼ ସ୍ଥିତ...