ବାରିପଦା ମ୍ୟୁନିସିପାଲଟି: ନାଉବୁଢ଼ାଣି ଠାରେ ଏକ ପେଡ ମା କେ ନାମ ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ; ମନ୍ତ୍ରୀଙ୍କ ଯୋଗଦାନ
ରବିବାର ଦିନ ପ୍ରାୟ ୧୧ଟାରେ ଯଶିପୁର ବ୍ଲକର ଉପାନ୍ତ ଗ୍ରାମ ନାଉବୁଢ଼ାଣି ଠାରେ "ଏକ ପେଡ଼ ମା କେ ନାମ" ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅତିଥି ଭାବେ ଯୋଗ ଦେଇଥିଲେ।