ସୋମନାଥ ମନ୍ଦିର ର ହଜାରେ ବର୍ଷ ପୂର୍ତ୍ତି ଏବଂ ପୁନଃରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରବିବାର ଦିନ ଗୋବିନ୍ଦପୁର ଜଗନ୍ନାଥ ମନ୍ଦିର ଓ ନୂଆପଡ଼ା ଶିବ ମନ୍ଦିର ରେ ସୋମନାଥ ମନ୍ଦିରର ଇତିହାସ ନେଇ ବିଜେପି କର୍ମୀ ମାନେ ଲୋକଙ୍କୁ ବୁଝାଇଥିଲେ। ଏହି ଅବସର ରେ ବିଜେପି ମଣ୍ଡଳ ସଭାପତି ବିଷ୍ଣୁ ଅଗ୍ରୱାଲ, ସମ୍ପାଦକ ଉପେନ୍ଦ୍ର ସା, ସଞ୍ଜୟ ଅଗ୍ରୱାଲ, ଯୋଗେଶ୍ୱର ସେଠ୍ ଓ ସମିତି ସଭ୍ୟ ଅଜୟ ସେଠ୍ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।