ବାଲିପାଟଣା: ବାଲିପାଟଣାରେ କୃଷକ ରତ୍ନ ସମ୍ମାନ ପାଇଲେ ଭାକରସାହି ଗ୍ରାମର ଯୁବ ଚାଷୀ ସୁଦର୍ଶନ ବେହେରା
କୃଷକ ରତ୍ନ ସମ୍ମାନ ପାଇଲେ ବାଲିପାଟଣା ବ୍ଳକ୍ ଭାକରସାହି ଗ୍ରାମର ଯୁବ ଚାଷି ସୁଦର୍ଶନ ବେହେରା । କୃଷକ ରତ୍ନ ପାଇଁ ଖୋର୍ଦ୍ଧା ଜିଲ୍ଲାରୁ ସୁଦର୍ଶନଙ୍କୁ ଚୟନ କରାଯାଇଥିଲା । ସାରା ଓଡ଼ିଶାରୁ ମୋଟ ୨୬ ଜଣ ଚାଷିଙ୍କୁ ଆଜି କୃଷକ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି ।ରବିବାର ମଧ୍ୟାନ ୧୨ ଟା ସମୟରେ ବାଲିପାଟଣା ବ୍ଲକରେ ସୁଦର୍ଶନ ବେହେରାଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି।