ଫୁଲବାଣୀ ବିଜେଡି ଜିଲ୍ଲା ସଭାପତି ତଥା ପୁର୍ବତନ ମନ୍ତ୍ରି ପଦ୍ମନାମ ବେହେରା ନୁଆପଡା ଗସ୍ତ କରିଛନ୍ତି, ବିଜେଡି ସୁପ୍ରିମ ନିର୍ବାଚନ ପ୍ରଚାର ଦାୟିତ୍ୱ ଦେବା ପରେ ରବିବାର ଦିନ 11ଘଣ୍ଟିକା ସମୟରେ ନୁଇପଡା ରେ ପ୍ରଚାର କରିଥିବା ନେଇ ସୁଚନା ମିଳିଛି, ତାଙ୍କୁ ଭରଷା କରି ଏହି ଦାୟିତ୍ୱ ଦେଇଥିବା ରୁ ବିଜେଡି ସୁପ୍ରିମ ଙ୍କୁ ଧନ୍ୟବାଦ ଦେଇଛନ୍ତି ଜିଲ୍ଲା ସଭାପତି ପଦ୍ମନାଭ ବେହେରା